ପ୍ରତ୍ୟେକ ମାସ ୨୦,୦୦୦ ଟଙ୍କା ରୋଜଗାର କରିପାରିବେ। ନିଜର ମୋବାଇଲ୍ ଫୋନ୍ ମାଧ୍ୟମରେ। ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓ ଟିକୁ ଦେଖନ୍ତୁ।

7325864561

JAGANNATHA MUNDA

7325864561

7325864561

IIମୋର ପରିଚୟII

ମୁଁ ଜଗନ୍ନାଥ ମୁଣ୍ଡା, କେନ୍ଦୁଝର ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମରେ ରହୁଛି। ମୁଁ ଦୀର୍ଘ ତିନି ବର୍ଷ ହେବ ଜନସେବା କେନ୍ଦ୍ର ଚଲାଉଅଛି ଏବଂ ଏହି ସମୟ ମଧ୍ୟରେ କେଉଁ କେଉଁ ଉପାୟରେ କେତେ ଟଙ୍କା ରୋଜଗାର କରିଛି, ତାହାର ଅଭିଜ୍ଞତା ରହିଛି। ମୋ ପାଖରେ ଯେଉଁ ଅଭିଜ୍ଞତା ରହିଛି,ତାହା ମୁଁ ଲୋକଙ୍କୁ
ଶିଖାଇବି ଓ ରୋଜଗାର କରିବାର ରାସ୍ତା ଦେଖାଇବି। ଏହା ମୋର ଛୋଟ ପ୍ରୟାସ। ଆଶା କରୁଛି ଆପଣ ମାନେ ମଧ୍ୟ ସହଯୋଗ ଏବଂ ଭଲ ପାଇବା ଦେବେ।

II ଧନ୍ୟବାଦ II

II ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ II

Scroll to Top